ବନ୍ଦ

    ଦକ୍ଷିଣାଂଚଳ ରାଜସ୍ୱ – ସଂକ୍ଷିପ୍ତ ପରିଚୟ

    ଦକ୍ଷିଣାଂଚଳ ରାଜସ୍ୱ – ସଂକ୍ଷିପ୍ତ ପରିଚୟ
    କ୍ରମିକ ସଂଖ୍ୟା ବିବରଣୀ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ
    ରାଜସ୍ୱ ଡିଭିଜନର ନାମ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ, ଓଡିଶା, ବ୍ରହ୍ମପୁର
    ଗଠନ ତାରିଖ ବିଜ୍ଞପ୍ତି ସଂଖ୍ୟା. ୧୦୮୩୯/P&C ତାରିଖ.୩୦.୦୮.୧୯୫୭
    ଭୌଗଳିକ କ୍ଷେତ୍ରଫଳ ୬୧୪୦୯.୦୦ ବର୍ଗ.କିମି
    ମୋଟ ବନାଞ୍ଚଳ : ୨୨୫୨୭.୭୧ ବର୍ଗ.କିମି
    ମୋଟ ଲୋକସଂଖ୍ୟା ( ୨୦୧୧ ଜନସଂଖ୍ୟା ତତ୍ତ୍ଵ ) ୧୧୬୫୦୦୬୭
    ପୁରୁଷ ୫୭୯୧୯୩୮
    ମହିଳା ୫୮୫୮୧୨୯
    ଅନୁସୂଚିତ ଜାତି ୧୯୬୮୩୫୭
    ଅନୁସୂଚିତ ଜନଜାତି ୩୮୧୧୮୮୪
    ଅନ୍ୟ ଜାତି ୫୮୬୯୮୨୬
    ଅନୁସୂଚିତ ଜାତି % ୦.୧୭
    ଅନୁସୂଚିତ ଜନଜାତି % ୦.୩୩
    ଲୋକସଂଖ୍ୟା ଘନତ୍ଵ : ( ବର୍ଗ.କିମି ପ୍ରତି) ୧୮୯
    ମୋଟ ଜିଲ୍ଲା ୧୦
    ୧୦ ମୋଟ ଉପଖଣ୍ଡ ୧୬
    ୧୧ ମୋଟ ତହସିଲ ୧୦୫
    ୧୨ ମୋଟ ବ୍ଲକ୍ ୧୦୪
    ୧୩ ମୋଟ ପୌରନିଗମ
    ୧୪ ମୋଟ ପୌରପାଳିକା ୧୨
    ୧୫ ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୨୯
    ୧୬ ମୋଟ ପୁଲିସ ଷ୍ଟେସନ୍ ୧୬୧
    ୧୭ ମୋଟ ଗ୍ରାମ ପଞ୍ଚାୟତ ୨୦୫୩
    ୧୮ ମୋଟ ରାଜସ୍ୱ ଗ୍ରାମ ୧୮୦୫୨
    ୧୯ ମୋଟ ଭେଷଜ ମହାବିଦ୍ୟାଳୟ