ଦକ୍ଷିଣାଂଚଳ ରାଜସ୍ୱ – ସଂକ୍ଷିପ୍ତ ପରିଚୟ
କ୍ରମିକ ସଂଖ୍ୟା | ବିବରଣୀ | ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ |
---|---|---|
୧ | ରାଜସ୍ୱ ଡିଭିଜନର ନାମ | ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ, ଓଡିଶା, ବ୍ରହ୍ମପୁର |
୨ | ଗଠନ ତାରିଖ | ବିଜ୍ଞପ୍ତି ସଂଖ୍ୟା. ୧୦୮୩୯/P&C ତାରିଖ.୩୦.୦୮.୧୯୫୭ |
୩ | ଭୌଗଳିକ କ୍ଷେତ୍ରଫଳ | ୬୧୪୦୯.୦୦ ବର୍ଗ.କିମି |
୪ | ମୋଟ ବନାଞ୍ଚଳ : | ୨୨୫୨୭.୭୧ ବର୍ଗ.କିମି |
୫ | ମୋଟ ଲୋକସଂଖ୍ୟା ( ୨୦୧୧ ଜନସଂଖ୍ୟା ତତ୍ତ୍ଵ ) | ୧୧୬୫୦୦୬୭ |
କ | ପୁରୁଷ | ୫୭୯୧୯୩୮ |
ଖ | ମହିଳା | ୫୮୫୮୧୨୯ |
ଗ | ଅନୁସୂଚିତ ଜାତି | ୧୯୬୮୩୫୭ |
ଘ | ଅନୁସୂଚିତ ଜନଜାତି | ୩୮୧୧୮୮୪ |
ଙ | ଅନ୍ୟ ଜାତି | ୫୮୬୯୮୨୬ |
୬ | ଅନୁସୂଚିତ ଜାତି % | ୦.୧୭ |
୭ | ଅନୁସୂଚିତ ଜନଜାତି % | ୦.୩୩ |
୮ | ଲୋକସଂଖ୍ୟା ଘନତ୍ଵ : ( ବର୍ଗ.କିମି ପ୍ରତି) | ୧୮୯ |
୯ | ମୋଟ ଜିଲ୍ଲା | ୧୦ |
୧୦ | ମୋଟ ଉପଖଣ୍ଡ | ୧୬ |
୧୧ | ମୋଟ ତହସିଲ | ୧୦୫ |
୧୨ | ମୋଟ ବ୍ଲକ୍ | ୧୦୪ |
୧୩ | ମୋଟ ପୌରନିଗମ | ୧ |
୧୪ | ମୋଟ ପୌରପାଳିକା | ୧୨ |
୧୫ | ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ | ୨୯ |
୧୬ | ମୋଟ ପୁଲିସ ଷ୍ଟେସନ୍ | ୧୬୧ |
୧୭ | ମୋଟ ଗ୍ରାମ ପଞ୍ଚାୟତ | ୨୦୫୩ |
୧୮ | ମୋଟ ରାଜସ୍ୱ ଗ୍ରାମ | ୧୮୦୫୨ |
୧୯ | ମୋଟ ଭେଷଜ ମହାବିଦ୍ୟାଳୟ | ୨ |