ବନ୍ଦ

    ଦକ୍ଷିଣାଂଚଳ ରାଜସ୍ୱ – ସଂକ୍ଷିପ୍ତ ପରିଚୟ

    ଦକ୍ଷିଣାଂଚଳ ରାଜସ୍ୱ – ସଂକ୍ଷିପ୍ତ ପରିଚୟ
    କ୍ରମିକ ସଂଖ୍ୟା ବିବରଣୀ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ
    ୧ ରାଜସ୍ୱ ଡିଭିଜନର ନାମ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ, ଓଡିଶା, ବ୍ରହ୍ମପୁର
    ୨ ଗଠନ ତାରିଖ ବିଜ୍ଞପ୍ତି ସଂଖ୍ୟା. ୧୦୮୩୯/P&C ତାରିଖ.୩୦.୦୮.୧୯୫୭
    ୩ ଭୌଗଳିକ କ୍ଷେତ୍ରଫଳ ୬୧୪୦୯.୦୦ ବର୍ଗ.କିମି
    ୪ ମୋଟ ବନାଞ୍ଚଳ : ୨୨୫୨୭.୭୧ ବର୍ଗ.କିମି
    ୫ ମୋଟ ଲୋକସଂଖ୍ୟା ( ୨୦୧୧ ଜନସଂଖ୍ୟା ତତ୍ତ୍ଵ ) ୧୧୬୫୦୦୬୭
    କ ପୁରୁଷ ୫୭୯୧୯୩୮
    ଖ ମହିଳା ୫୮୫୮୧୨୯
    ଗ ଅନୁସୂଚିତ ଜାତି ୧୯୬୮୩୫୭
    ଘ ଅନୁସୂଚିତ ଜନଜାତି ୩୮୧୧୮୮୪
    ଙ ଅନ୍ୟ ଜାତି ୫୮୬୯୮୨୬
    ୬ ଅନୁସୂଚିତ ଜାତି % ୦.୧୭
    ୭ ଅନୁସୂଚିତ ଜନଜାତି % ୦.୩୩
    ୮ ଲୋକସଂଖ୍ୟା ଘନତ୍ଵ : ( ବର୍ଗ.କିମି ପ୍ରତି) ୧୮୯
    ୯ ମୋଟ ଜିଲ୍ଲା ୧୦
    ୧୦ ମୋଟ ଉପଖଣ୍ଡ ୧୬
    ୧୧ ମୋଟ ତହସିଲ ୧୦୫
    ୧୨ ମୋଟ ବ୍ଲକ୍ ୧୦୪
    ୧୩ ମୋଟ ପୌରନିଗମ ୧
    ୧୪ ମୋଟ ପୌରପାଳିକା ୧୨
    ୧୫ ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୨୯
    ୧୬ ମୋଟ ପୁଲିସ ଷ୍ଟେସନ୍ ୧୬୧
    ୧୭ ମୋଟ ଗ୍ରାମ ପଞ୍ଚାୟତ ୨୦୫୩
    ୧୮ ମୋଟ ରାଜସ୍ୱ ଗ୍ରାମ ୧୮୦୫୨
    ୧୯ ମୋଟ ଭେଷଜ ମହାବିଦ୍ୟାଳୟ ୨