ବନ୍ଦ

    ଡିଭିଜନସ୍ତରୀୟ ବିଭାଗୀୟ ମନିଟରିଂ କମିଟି ବୈଠକ

    • ଆରମ୍ଭ ତାରିଖ : 21/06/2020
    • ଶେଷ ତାରିଖ : 30/11/2020
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସଭାଗୃହ

    ତା୨୨.୦୬.୨୦୨୦ରିଖ ଦିନ ଡିଭିଜନସ୍ତରୀୟ ବିଭାଗୀୟ ମନିଟରିଂ କମିଟି ବୈଠକ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସଭାଗୃହରେ ସାମାଜିକ ଦୂରତା ଆଦର୍ଶ ମାନି ହୋଇଥିଲା

    ଦକ୍ଷିଣାଂଚଳ ରାଜସ୍ୱ ଜିଲ୍ଲା ମାନଙ୍କ ସହ ଜଡିତ ସରକାରୀ ଅର୍ଥ ଅପବ୍ୟବହାର ମାମଲା ଗୁଡିକର ସମୀକ୍ଷା ନିମନ୍ତେ ଏହି ବୈଠକ କରାଯାଇଥିଲା। ଏହି ବୈଠକରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅଳ୍ପ ସଂଖ୍ୟକ ଅଧିକାରୀମାନେ ଯୋଗ ଦେଇଥିଲେ ।

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ