ବନ୍ଦ

    କିସମ, ସତ୍ଵ ଏବଂ ଖଜଣାର ସରଳିକରଣ ଉପରେ କର୍ମଶାଳା

    • ଆରମ୍ଭ ତାରିଖ : 30/08/2020
    • ଶେଷ ତାରିଖ : 31/12/2021
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ

    ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ତା୩୦.୦୮.୨୦୨୦ରିଖ ଦିନ ୧୨.୩୦ ସମୟରେ ଜାତୀୟ ସୂଚନା କେନ୍ଦ୍ରର ଭିଡିଓ କନଫରେନ୍ସିଂ ସୁବିଧା ମାଧ୍ୟମରେ ଦକ୍ଷିଣାଂଚଳ ଜିଲ୍ଲା ଗୁଡିକର କିସମ, ସତ୍ଵ ଏବଂ ଖଜଣାର ସରଳିକରଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ମାନ୍ୟବର ବାଚସ୍ପତି, ବିରୋଧୀ ଦଳର ମାନ୍ୟବର ନେତା, ମାନ୍ୟବର ସାଂସଦ / ବିଧାୟକ ତଥା ଅନ୍ୟ ଲୋକ ପ୍ରତିନିଧୀମାନେ,ସଚିବ, ଯୁଗ୍ମ ସଚିବ(ରାଜସ୍ୱ ପର୍ଷଦ, ଓଡ଼ିଶା, କଟକ), ୧୦ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ସୁବିଧା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ |

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ