ବନ୍ଦ

    ବିଗତ ଘଟଣାବଳୀ

    ତା ୦୯.୦୧.୨୦୨୦ରିଖରେ ସଦାଚାର କମିଟି  ବୈଠକରେ ଉପସ୍ଥିତ ବ୍ୟକ୍ତି

    ସଦାଚାର କମିଟିର ଗସ୍ତ

    ବିଧାନସଭା ସଦାଚାର କମିଟି(୨୦୧୯ -୨୦୨୦) ୧୦ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ପଦଧିକାରୀଙ୍କ ସହ ବୂକ ସର୍କୁଲାର ୪୭ ସମୀକ୍ଷା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୯.୦୧.୨୦୨୦ ଦିନ…

    ପୋଷ୍ଟ ହୋଇଛି: 8th April, 2020
    FRA Workshop

    ଜଙ୍ଗଲ ଅଧିକାର ଆଇନ କର୍ମଶାଳା

    ଦକ୍ଷିଣାଞ୍ଚଳ ଜିଲ୍ଲାର ଉପ ଜିଲ୍ଲାପାଳ,ତହସିଲଦାର, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା,ଜିଲ୍ଲା ମଙ୍ଗଳ ଅଧିକାରୀ ମାନଙ୍କର ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ କର୍ମଶାଳା ତା୦୪.୦୨.୨୦୨୦ରିଖ ଦିନ…

    ପୋଷ୍ଟ ହୋଇଛି: 15th April, 2020
    ତା୨୨.୦୬.୨୦୨୦ରିଖ ଦିନ ଡିଭିଜନସ୍ତରୀୟ ବିଭାଗୀୟ ମନିଟରିଂ କମିଟି ବୈଠକ କୋଭିଡ଼ ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦେଇ ହୋଇଥିଲା

    ଡିଭିଜନସ୍ତରୀୟ ବିଭାଗୀୟ ମନିଟରିଂ କମିଟି ବୈଠକ

    ତା୨୨.୦୬.୨୦୨୦ରିଖ ଦିନ ଡିଭିଜନସ୍ତରୀୟ ବିଭାଗୀୟ ମନିଟରିଂ କମିଟି ବୈଠକ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସଭାଗୃହରେ ସାମାଜିକ ଦୂରତା ଆଦର୍ଶ ମାନି ହୋଇଥିଲା…

    ପୋଷ୍ଟ ହୋଇଛି: 9th July, 2020
    ସମ୍ମାନନୀୟ ଲୋକ ପ୍ରତିନିଧି, ଅଧିକାରୀଙ୍କ ଦ୍ଵାରା  ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ

    କୋଭିଡ-୧୯ ଯୁଦ୍ଧ ବିରୋଧରେ ଶପଥ ଗ୍ରହଣ

    ତା୦୫.୦୮.୨୦୨୦ରିଖ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ସମ୍ମାନନୀୟ ଲୋକ ପ୍ରତିନିଧି, ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ଵାରା କୋଭିଡ-୧୯ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ କୋଭିଡ-୧୯…

    ପୋଷ୍ଟ ହୋଇଛି: 12th August, 2020
    ଦକ୍ଷିଣାଂଚଳ ରାଜସ୍ୱ କମିଶନର ଅଧିକାରୀ,  ସ୍ଥାନୀୟ ଲୋକ ପ୍ରତିନିଧୀଙ୍କ ସହ  ଦକ୍ଷିଣାଂଚଳ ପାଇଁ କିସମ ସତ୍ଵ ଓ ଖଜଣାର ସରଳିକରଣ  ଉପରେ କର୍ମଶାଳାର ଅଧ୍ୟକ୍ଷତା କରିଥିଲେ।

    କିସମ, ସତ୍ଵ ଏବଂ ଖଜଣାର ସରଳିକରଣ ଉପରେ କର୍ମଶାଳା

    ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ତା୩୦.୦୮.୨୦୨୦ରିଖ ଦିନ ୧୨.୩୦ ସମୟରେ ଜାତୀୟ ସୂଚନା କେନ୍ଦ୍ରର ଭିଡିଓ କନଫରେନ୍ସିଂ ସୁବିଧା ମାଧ୍ୟମରେ ଦକ୍ଷିଣାଂଚଳ ଜିଲ୍ଲା ଗୁଡିକର କିସମ, ସତ୍ଵ…

    ପୋଷ୍ଟ ହୋଇଛି: 2nd September, 2020
    Officer and Staffs VAW

    ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ

    ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ତା୨୮.୧୦.୨୦୨୦ରିଖ ଦିନ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଅଖଣ୍ଡତା ପ୍ରତିଶ୍ରୁତି ନେଇଥିଲେ।

    ପୋଷ୍ଟ ହୋଇଛି: 29th October, 2020
    Smt Parbati Manjari Mahalik

    ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର କୋଭିଡ-୧୯ ଟୀକାକରଣ କାର୍ଯକ୍ରମ

    ତା ୧୨.୦୪.୨୦୨୧ ଓ ୦୯.୦୭.୨୦୨୧ରିଖରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ କୋଭିଡ-୧୯ ଟୀକାକରଣ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା

    ପୋଷ୍ଟ ହୋଇଛି: 13th July, 2021