ବନ୍ଦ

    ଜଙ୍ଗଲ ଅଧିକାର ଆଇନ କର୍ମଶାଳା

    • ଆରମ୍ଭ ତାରିଖ : 04/02/2020
    • ଶେଷ ତାରିଖ : 31/10/2020
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷ

    ଦକ୍ଷିଣାଞ୍ଚଳ ଜିଲ୍ଲାର ଉପ ଜିଲ୍ଲାପାଳ,ତହସିଲଦାର, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା,ଜିଲ୍ଲା ମଙ୍ଗଳ ଅଧିକାରୀ ମାନଙ୍କର ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ କର୍ମଶାଳା ତା୦୪.୦୨.୨୦୨୦ରିଖ ଦିନ ଅନୁଷ୍ଠିତ ହୋଇଥିଲା।

    ଜଙ୍ଗଲ ଅଧିକାର ଆଇନ କର୍ମଶାଳା

    ରାଜସ୍ୱ କମିଶନର(ଦକ୍ଷିଣାଞ୍ଚଳ)ଙ୍କ ସଚିବଙ୍କ ଦ୍ଵାରା ଦୀପ ପ୍ରଜ୍ଵଳନ ରାଜସ୍ୱ କମିଶନର(ଦକ୍ଷିଣାଞ୍ଚଳ)ଙ୍କ ସଚିବଙ୍କ ଦ୍ଵାରା ଦୀପ ପ୍ରଜ୍ଵଳନ.

    ଅତିରିକ୍ତ ସଚିବ(ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ, ଓଡିଶା ସରକାର)ଙ୍କ ଦ୍ଵାରା ତାଲିମ ପ୍ରଦାନ ଅତିରିକ୍ତ ସଚିବଙ୍କ (ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ, ଓଡିଶା ସରକାର).

    ଦକ୍ଷିଣାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଦ୍ଵାରା ସଭା ପରିଚାଳନା ଦକ୍ଷିଣାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଦ୍ଵାରା ସଭା ପରିଚାଳନା.

    ବରିଷ୍ଠ ବୈଷୟିକ ନିର୍ଦ୍ଦେଶକଙ୍କ (ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର) ଦ୍ଵାରା ତାଲିମ ପ୍ରଦାନ ବରିଷ୍ଠ ବୈଷୟିକ ନିର୍ଦ୍ଦେଶକଙ୍କ (ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର)
    ଦ୍ଵାରା ତାଲିମ ପ୍ରଦାନ.

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ