ବନ୍ଦ

    ସଦାଚାର କମିଟିର ଗସ୍ତ

    • ଆରମ୍ଭ ତାରିଖ : 09/01/2020
    • ଶେଷ ତାରିଖ : 31/10/2020
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷ

    ବିଧାନସଭା ସଦାଚାର କମିଟି(୨୦୧୯ -୨୦୨୦) ୧୦ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ପଦଧିକାରୀଙ୍କ ସହ ବୂକ ସର୍କୁଲାର ୪୭ ସମୀକ୍ଷା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୯.୦୧.୨୦୨୦ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷରେ କରିଥିଲେ

    ସଦାଚାର କମିଟିର ଗସ୍ତ

    ମଞ୍ଚାସୀନ ଅତିଥି (ବିଧାନସଭା ସଦାଚାର କମିଟି) ମଞ୍ଚାସୀନ ଅତିଥି (ବିଧାନସଭା ସଦାଚାର କମିଟି).

    ରାଜସ୍ଵ ଆୟୁକ୍ତଙ୍କ ଦ୍ଵାରା ସ୍ୱାଗତ ଭାଷଣ ରାଜସ୍ଵ ଆୟୁକ୍ତଙ୍କ ଦ୍ଵାରା ସ୍ୱାଗତ ଭାଷଣ.

    ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭିଡିଓ କନଫରେନ୍ସ ସୁବିଧା ମାଧ୍ୟମରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହ ସମୀକ୍ଷା ବୈଠକ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭିଡିଓ କନଫରେନ୍ସ ସୁବିଧା ମାଧ୍ୟମରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହ ସମୀକ୍ଷା ବୈଠକ.

    ରାଜସ୍ୱ କମିଶନର(ଦକ୍ଷିଣାଞ୍ଚଳ)ଙ୍କ ସଚିବଙ୍କ ଦ୍ଵାରା ଧନ୍ୟବାଦ ପ୍ରସ୍ତାବରାଜସ୍ୱ କମିଶନର(ଦକ୍ଷିଣାଞ୍ଚଳ)ଙ୍କ ସଚିବଙ୍କ ଦ୍ଵାରା ଧନ୍ୟବାଦ ପ୍ରସ୍ତାବ.

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ