ବନ୍ଦ

    କୋଭିଡ-୧୯ ଯୁଦ୍ଧ ବିରୋଧରେ ଶପଥ ଗ୍ରହଣ

    • ଆରମ୍ଭ ତାରିଖ : 05/08/2020
    • ଶେଷ ତାରିଖ : 30/11/2020
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ,ବ୍ରହ୍ମପୁର

    ତା୦୫.୦୮.୨୦୨୦ରିଖ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ସମ୍ମାନନୀୟ ଲୋକ ପ୍ରତିନିଧି, ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ଵାରା କୋଭିଡ-୧୯ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ଶପଥ ଗ୍ରହଣ

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ