ବନ୍ଦ

    ଦକ୍ଷିଣାଂଚଳର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କ ଆଞ୍ଚଳିକସ୍ତର ସମୀକ୍ଷା ବୈଠକ

    • ଆରମ୍ଭ ତାରିଖ : 23/12/2020
    • ଶେଷ ତାରିଖ : 31/12/2024
    • ଘଟଣାସ୍ଥଳ : ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ,ଓଡିଶା, ବ୍ରହ୍ମପୁର-୭୬୦୦୦୪

    ତା୨୩.୧୨.୨୦୨୦ରିଖ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ଦକ୍ଷିଣାଂଚଳର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କ ଆଞ୍ଚଳିକସ୍ତର ସମୀକ୍ଷା ବୈଠକ ଶ୍ରୀ ସତ୍ୟବ୍ରତ ସାହୁ,IAS, ପ୍ରମୁଖ ସଚିବ, ଏମ୍ଏସ୍ଏମ୍ଇ ବିଭାଗ, ଓଡିଶା ସରକାର ଦ୍ଵାରା ଅନୁଷ୍ଟିତ ହୋଇଥିଲା

    ଫଟୋଗୁଡିକ

    ସମସ୍ତ ଦେଖନ୍ତୁ